Surfaces and Orbitals - Oriya

136 visits



Outline:

alicyclic ପରମାଣୁଗୁଡିକର ଆକାରଗୁଡିକୁ ସୃଷ୍ଟି କରିବା. ଉଦାହରଣ: Cyclohexane aromatic ପରମାଣୁଗୁଡିକର ଆକାରଗୁଡିକୁ ସୃଷ୍ଟି କରିବା. ଉଦାହରଣ: Benzene ପରମାଣୁଗୁଡିକର ସରଫେସ ଟୋପୋଲୋଜୀକୁ ପ୍ରଦର୍ଶନ କରିବା. ଉଦାହରଣ: Molecular surface ଓ Dot surface ଆଟୋମିକ୍ ଅର୍ବିଟାଲଗୁଡିକ s, p, d ଓ f ର ଆକାରକୁ ସୃଷ୍ଟି କରିବା ମଲିକ୍ୟୁଲାର୍ ଅର୍ବିଟାଲଗୁଡିକ sp3, sp2 ଓ spର ଆକାର ସୃଷ୍ଟି କରିବା ମିଥେନ୍ ମଲିକ୍ୟୁଲ୍ ପାଇଁ ମଲିକ୍ୟୁଲାର୍ ଅର୍ବିଟାଲଗୁଡିକୁ ସୃଷ୍ଟି କରିବା ଇଥେନ୍ ମଲିକ୍ୟୁଲ୍ ପାଇଁ ମଲିକ୍ୟୁଲାର୍ ଅର୍ବିଟାଲଗୁଡିକୁ ସୃଷ୍ଟି କରିବା